କ୍ଷୀଣଜୀବୀ
ଦେଖଣା
କ୍ଷୀଣଜୀବୀ —
ଉଚ୍ଚାରଣ: Kshīṅajībi
(କ୍ଷୀଣଜୀବିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଜୀବ ଧାତୁ+ଇନ୍; ୧: ମା. ୧: ବ.) —
୧: ଟୁକୁଜୀବନିଆଁ; ନିର୍ଜୀବା; ଦୁର୍ବଳ — ୧. Frail; weak.
୨: ଅତି ସୁକୁମାରିଆ — ୨. Very delicate of constitution.
୩: ଅଳ୍ପାଯୁ; କ୍ଷଣକାଳଜୀବୀ — ୩. Short-lived; ephemeral.