କ୍ଷୀଣଜୀବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀଣଜୀବୀ
ଉଚ୍ଚାରଣ: Kshīṅajībi
(କ୍ଷୀଣଜୀବିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ଜୀବ ଧାତୁ+ଇନ୍; ୧: ମା. ୧: ବ.) —

୧: ଟୁକୁଜୀବନିଆଁ; ନିର୍ଜୀବା; ଦୁର୍ବଳ — ୧. Frail; weak.

୨: ଅତି ସୁକୁମାରିଆ — ୨. Very delicate of constitution.

୩: ଅଳ୍ପାଯୁ; କ୍ଷଣକାଳଜୀବୀ — ୩. Short-lived; ephemeral.