କ୍ଷୀରଦଳ
କ୍ଷୀରଦଳ —
ଉଚ୍ଚାରଣ: Kshīradaḻa
ସଂ. ବି. (ବହୁବ୍ରୀହି; କ୍ଷୀର+ଦଳ; ଏହାର ପତ୍ରରୁ ଖିର ବାହାରିବାରୁ)
ଅରଖ ଗୁଳ୍ମ — The Swallow-wort (plant).
କ୍ଷୀରଦଳ —
ଉଚ୍ଚାରଣ: Kshīradaḻa
ସଂ. ବି. (ବହୁବ୍ରୀହି; କ୍ଷୀର+ଦଳ; ଏହାର ପତ୍ରରୁ ଖିର ବାହାରିବାରୁ)
ଅରଖ ଗୁଳ୍ମ — The Swallow-wort (plant).