କ୍ଷୀରପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରପ
ଉଚ୍ଚାରଣ: Kshīrapa
(କ୍ଷୀରପା—ସ୍ତ୍ରୀ)

ସଂ. ବି. ପୁଂ. (କ୍ଷୀର+ପା ଧାତୁ+କର୍ତ୍ତୃ. ଅ) —

ସ୍ତନ୍ୟପାୟୀ ଶିଶୁ —A suckling.

ସଂ. ବିଣ. ପୁଂ —

ସ୍ତନ୍ୟପାୟୀ — Sucking mother's milk.