କ୍ଷୀରପ
ଦେଖଣା
କ୍ଷୀରପ —
ଉଚ୍ଚାରଣ: Kshīrapa
(କ୍ଷୀରପା—ସ୍ତ୍ରୀ)
ସଂ. ବି. ପୁଂ. (କ୍ଷୀର+ପା ଧାତୁ+କର୍ତ୍ତୃ. ଅ) —
ସ୍ତନ୍ୟପାୟୀ ଶିଶୁ —A suckling.
ସଂ. ବିଣ. ପୁଂ —
ସ୍ତନ୍ୟପାୟୀ — Sucking mother's milk.
କ୍ଷୀରପ —
ଉଚ୍ଚାରଣ: Kshīrapa
(କ୍ଷୀରପା—ସ୍ତ୍ରୀ)
ସଂ. ବି. ପୁଂ. (କ୍ଷୀର+ପା ଧାତୁ+କର୍ତ୍ତୃ. ଅ) —
ସ୍ତନ୍ୟପାୟୀ ଶିଶୁ —A suckling.
ସଂ. ବିଣ. ପୁଂ —
ସ୍ତନ୍ୟପାୟୀ — Sucking mother's milk.