କ୍ଷୀରପାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରପାନ
ଉଚ୍ଚାରଣ: Kshīrapāna

ସଂ. ବି—(୬: ଷ୍ଠୀ ତତ୍; କ୍ଷୀର+ପାନ) —

ଦୁଧ ପିଇବା — Drinking of milk.