କ୍ଷୁଦ୍ରାଶୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁଦ୍ରାଶୟ
ଉଚ୍ଚାରଣ: Kshudrāṡaya
(କ୍ଷୁଦ୍ରାଶୟା—ସ୍ତ୍ରୀ)

ସଂ. ବିଣ. ପୁଂ—(ବହୁବ୍ରୀହି; କ୍ଷୁଦ୍ର+ଆଶ୍ରୟ) —

ନୀଚମନା; ସଂକୀର୍ଣ୍ଣମନା; ନୀଚପ୍ରକୃତିକ —Low-minded; narrow-minded; mean.