କ୍ଷୁପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୁପ
ଉଚ୍ଚାରଣ: Kshupa

ସଂ. ବି (କ୍ଷୁ ଧାତୁ+ପ) —

୧: ବୁଦା; ଝୁମ୍ପଡି ଗଛ — ୧. Bush; bushy plant; shrush.

୨: ବୁଦାଥିବା ପର୍ବତ — ୨. Mountain overgrown with bushes.

୩: କ୍ଷତ୍ରିୟବିଶେଷ — ୩. A group of Kshatriyas.

୪: (ନାମ) ସତ୍ୟଭାମାଙ୍କଠାରୁ ଜାତ ଶ୍ରୀକୃଷ୍ଣଙ୍କ ପୁତ୍ର — ୪. A son of Ṡrīkṛushṇa.

୫: (ନାମ) ଇକ୍ଷ୍ବାକୁଙ୍କ ପିତା — ୫. Name of the father of Ikshwāku.