କ୍ଷୁପ
ଦେଖଣା
କ୍ଷୁପ —
ଉଚ୍ଚାରଣ: Kshupa
ସଂ. ବି (କ୍ଷୁ ଧାତୁ+ପ) —
୧: ବୁଦା; ଝୁମ୍ପଡି ଗଛ — ୧. Bush; bushy plant; shrush.
୨: ବୁଦାଥିବା ପର୍ବତ — ୨. Mountain overgrown with bushes.
୩: କ୍ଷତ୍ରିୟବିଶେଷ — ୩. A group of Kshatriyas.
୪: (ନାମ) ସତ୍ୟଭାମାଙ୍କଠାରୁ ଜାତ ଶ୍ରୀକୃଷ୍ଣଙ୍କ ପୁତ୍ର — ୪. A son of Ṡrīkṛushṇa.
୫: (ନାମ) ଇକ୍ଷ୍ବାକୁଙ୍କ ପିତା — ୫. Name of the father of Ikshwāku.