କ୍ଷ୍ମାୟିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷ୍ମାୟିତ
ଉଚ୍ଚାରଣ: Kshmāyita

ସଂ. ବିଣ. (କ୍ଷ୍ମାୟ ଧାତୁ=କମ୍ପିବା+ଣିଚ+ତ) —

ଅନ୍ୟ ଦ୍ବାରା କମ୍ପିତ; ବିଧୂନିତ — Made to tremble; shaken; agitated.