କ୍ଷୟୀ
ଦେଖଣା
କ୍ଷୟୀ —
ଉଚ୍ଚାରଣ: Kshayī
(କ୍ଷୟିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ (କ୍ଷୟ+ଇନ୍; ୧: ମା. ୧: ବ) —
୧: କ୍ଷୟ ହେଉଥିବା —୧. Declining; perishing; waning.
୨: କ୍ଷୟଶୀଳ —୨. Fragile; perishable.
୩: କ୍ଷୟରୋଗୀ —୩. Consumptive.
ସଂ. ବି —
ଚନ୍ଦ୍ର —The moon.