କୟେବାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୟେବାର
ଉଚ୍ଚାରଣ: Kayebāra

ଦେ. ବି —

କଏବାର (ଦେଖ) Kaebāra (See)

(୧: ) ନଟ ଭାଟମାନେ ତ କରନ୍ତି କୟେବାର ପ୍ରାଚୀ. ଶିଶୁଶଙ୍କର. ଉଷାଅଭିଳାଷ

(୨: ) ଡାକୁଛନ୍ତି କୟେବାର ମଣିମା, ମଣିମା ସାରଳା ମହାଭାରତ