ଖଇଚଡ଼ା ଖୁଣ୍ଟା

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

ଖଇଚଡ଼ା ଖୁଣ୍ଟା
ଉଚ୍ଚାରଣ: Khaichaṟḍ̠ā khuṅṭā
(ଖଇଚଡ଼ାଖୁଣ୍ଟୀ—ସ୍ତ୍ରୀ)

ଦେ. ବିଣ. ପୁଂ —

ଗାଳିବିଶେଷ; ଯେଉଁ ନୀଚାଶୟ ବ୍ୟକ୍ତି ଭୂମିରୁ ଖଇଚଡ଼ାଦି ଖୁଣ୍ଟିକରି ଖାଏ —A term of abuse; one who picks up the thrown away half-fried paddy from the ground.

[ଦ୍ର—ମାଇପେ କହନ୍ତି ଯେ ବ୍ରହ୍ମାଙ୍କର ସାତଟି କନ୍ୟା; ସେମାନଙ୍କ ନାମ ଧରି ବିଛଣାରେ ଶୋଇଲେ ରାତିଟି ସୁଖରେ କଟେ; ଅର୍ଥାତ୍ ରାତିରେ କିଛି ଆପଦ ଘଟେ ନାହିଁ; ଯଥା— 'ଅଭିଆଡ଼ୀ, ଅମଙ୍ଗୁଳ, ନାହିଁ ନାହିଁ ତୁଣ୍ଡୀ, ଅପାଳକ ମୁଣ୍ଡୀ, ଖଇଚୁଡ଼ାଖୁଣ୍ଟୀ, ଦାନ୍ତ ନିକୁଟୀ, ଲେହେବରମୁଖୀ'—ଏ ସାତଙ୍କ ନାଆଁ ଧରନ୍ତେ, ଆଜି ରାତି ସୁଫଳେ ପାଆନ୍ତେ" (ଶୟ୍ୟାକୁ ଯିବା ପୂର୍ବରୁ ମାଇପଙ୍କ ବଚନ)]