ଖଇଚା
ଦେଖଣା
ଖଇଚା —
ଉଚ୍ଚାରଣ: Khaichā
খোলাফ
खोचा; खिलाप
ବୈଦେ. ବି. (ଫା. ଖୈଚା; ଡୁଳ. ସଂ. ଖଚନ —Beams.)
୧: ସାମାନ୍ୟ ଦୋଷ ବା ତ୍ରୁଟି — ୧. Slight blemish or fault; defect.
୨: କାର୍ୟ୍ୟରେ ହେଳା — ୨. Neglect of duty or work.
ବିଣ. —
୧: ଦରପନ୍ତରିଆ; ଆଧାପନ୍ତରିଆ; ଅସମ୍ପୂର୍ଣ୍ଣ — ୧. Half done; incomplete.
୨: ତ୍ରୁଟିଯୁକ୍ତ —୨. Faulty; defective.