ଖଇରାତି ମଠ
ଦେଖଣା
ଖଇରାତି ମଠ —
ଉଚ୍ଚାରଣ: Khairāti maṭha
খয়রাতিমঠ
खैरातिमठ
ଦେ. ବି —
୧: ଯେଉଁ ମଠ ଖଇରାତି ସମ୍ପତ୍ତିର ଆୟରେ ପରିଚାଳିତ — ୧. A maṭha or religious institution which is conducted from the income of gift properties.
୨: ଯେଉଁ ମଠରେ ଅତିଥି ଅଭ୍ୟାଗତମାନଙ୍କୁ ଖଏରାତ୍ ଦିଆଯାଏ — ୨. A maṭha in which charitable gifts or alms are given away.