ଖଇରି ଖପରା ବଇରିବା
ଦେଖଣା
ଖଇରି ଖପରା ବଇରିବା —
ଉଚ୍ଚାରଣ: Khairi khaparā bairibā
ଦେ. ବି —
ଅତି ଗରିବ ଅବସ୍ଥା; ସର୍ବନାଶ ଅବସ୍ଥା; ଅଇରି ଖପରା ବଇରିବା — A destitute condition.
ଦେ. ବିଣ —
ୟାହା ଘରେ ବାସି ଓଳିକୁ ଦାନା ନଥାଏ; ୟାହା ଘରେ ଖଣ୍ଡେ ଖପରା (ଭୋଜନ ପାତ୍ର) ସୁଦ୍ଧା ନ ଥାଏ; ଅତି ଗରିବ — (a person) Who has got nothing (not even a broken earthen pot) in his house; very poor.