ଖଉରିବା
ଦେଖଣା
ଖଉରିବା —
ଉଚ୍ଚାରଣ: Khauribā
ଦେ. କ୍ରି. (ସଂ. କ୍ଷୌର) —
କ୍ଷୌର କରିବା — To shave.
ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାର ନ ଥାଏ ଖଉରିବାକୁ—ଢଗ
ଖଉରିବା —
ଉଚ୍ଚାରଣ: Khauribā
ଦେ. କ୍ରି. (ସଂ. କ୍ଷୌର) —
କ୍ଷୌର କରିବା — To shave.
ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାର ନ ଥାଏ ଖଉରିବାକୁ—ଢଗ