Jump to content

ଖଏତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଏତ୍
ଉଚ୍ଚାରଣ: Khaet

ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷତି) —

୧: କ୍ଷତି —୧. Loss; damage.

୨: ଅନିଷ୍ଟ —୨. Mischief.