ଖଗଆସନ
ଦେଖଣା
ଖଗଆସନ —
ଉଚ୍ଚାରଣ: Khagaāsana
ଦେ. ବି —
୧: (ସଂ. ଖଗାସନ; ଖଗ ଅର୍ଥାତ୍ ଖଗରାଜ ବା ଗରୁଡ଼, ଆସନ ଅର୍ଥାତ୍ ବସିବାର ସ୍ଥାନ ୟାହାଙ୍କର)— ବିଷ୍ଣୁ —୧. Bishṇu who rides on the bird Garuṟḍ̠a.
ଖଗ ଆସନ ଖଗ ପତି ଖଟନ୍ତି ଲକ୍ଷ୍ମୀ ସରସ୍ବତୀ ବଳରାମ ଦାଶ. କମଳଲୋଚନ ଚଉତିଶା
୨: ଯୋଗାସନବିଶେଷ —୨. A posture in J̄oga.
ଖଗ ଆସନରେ ଯେହୁ ରହଇ ସୁବର୍ଣ୍ଣମାଳା ଜପ କରଇ ପ୍ରାଚୀ—ପରଚେଗୀତା