ଖଗଚର
ଦେଖଣା
ଖଗଚର —
ଉଚ୍ଚାରଣ: Khagachara
ସଂ. ବି. (ଖଗ=ପକ୍ଷୀ+ଚର ଧାତୁ=ଗମନ କରିବା; ବୁଲିବା+କର୍ତ୍ତୃ. ଅ ଯେ ଖଗପତିବାହାନରେ ଗମନାଗମନ କରନ୍ତି) —
ବିଷ୍ଣୁ —Bishṇu.