ଖଙ୍କା କରିବା
ଦେଖଣା
ଖଙ୍କା କରିବା (ପେଟକୁ) —
ଉଚ୍ଚାରଣ: Khaṅka karibā
খাঁকাকরা
खळाना
ଦେ. କ୍ରି. —
୧: ପେଟକୁ ଖାଙ୍କିବା; (ପେଟକୁ) ଖାଳୁଆ କରିବା; ସଙ୍କୁଚିତ କରିବା — ୧. To draw the belly inside so as it looks like a hollow.
୨: ଖାଲି କରିଦେବା —୨. To empty.