ଖଚଡ଼ା
ଦେଖଣା
ଖଚଡ଼ା —
ଉଚ୍ଚାରଣ: Khachaṟḍ̠ā
(ଖଚଡ଼ୀ—ସ୍ତ୍ରୀ)
খেচড়
खचरा; खचड़ा
ଦେ. ବିଣ. ପୁଂ. (ସଂ. ଖଚନ Beams; ସଂ. କଚ୍ଛୁର= ପରସ୍ତ୍ରୀଗାମୀ) —
୧: ବଗୁଲିଆ; ଅତି ଦୁଷ୍ଟ — ୧. Wicked; vicious.
୨: ଛୋକାରିଆ; ଅଶ୍ଳୀଳକାର୍ୟ୍ୟକାରୀ — ୨. Wanton; obscene; indecent.