ଖଚରୀ
ଦେଖଣା
ଖଚରୀ —
ଉଚ୍ଚାରଣ: Khacharī
ସଂ. ବି. ଓ ବିଣ. ସ୍ତ୍ରୀ —
ଖଚତର ସ୍ତ୍ରୀଲିଙ୍ଗ — Feminine of Khachars.
ଦେ. (ପଦ୍ୟ) ବିଣ. ପୁଂ. (ସଂ. ଖଚାରୀ) —
ଆକାଶଚାରୀ; ଖଚର; ଖେଚର —Moving in the sky.
ବୁଲିଲେ ସବୁ ଦେଶେ ଗରୁଡ଼ ଖଚରୀ କୃଷ୍ଣସିଂହ. ମହାଭାରତ. ଆଦି