Jump to content

ଖଜଣାଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜଣାଖାନା
ଉଚ୍ଚାରଣ: Khajaṇākhānā
খাজনাখানা खजानाअमीरा

ବୈଦେ. ବି (ଫା. ଖଜାନା+ଫା. ଖାନା) —

ରାଜକୀୟ ଧନାଗାର; ଯେଉଁଠାରେ ରାଜ୍ୟରୁ ଅସୁଲ ହେବା ଧନ ଜମା ହୁଏ —Treasure; Government-treasury.