ଖଜଣା ପଟେଇବା
ଦେଖଣା
ଖଜଣା ପଟେଇବା —
ଉଚ୍ଚାରଣ: Khajaṇā paṭeibā
খাজনাদাখিলকরা
खचानापटाना
ଦେ. କ୍ରି —
ରାଜାଙ୍କର ବା ଜମିଦାରଙ୍କର ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନିକଟରେ ଆପଣାର ଦେୟ ରାଜସ୍ବ ଦାଖଲ କରିବା —To pay or deposit one's public demands at the Government's or Landlord's Treasury.