ଖଜାପଣସ
ଦେଖଣା
ଖଜାପଣସ —
ଉଚ୍ଚାରଣ: Khajāpaṇasa
খজাকাঁঠাল
ଦେ. ବି (ସଂ. ଖର୍ଜୁର; ପଣସଫୁଟର ଆୃତି କାବୁଲି ଖାଜୁର ପରି ହୋଇଥିବାରୁ)—ଏକପ୍ରକାର କଠିନ ସୁମିଷ୍ଟ କୋଷବିଶିଷ୍ଟ ସୁଖାଦ୍ୟ ପଣସ; ଯେଉଁ ପଣସରୁ ଖଜୁରି ମଞ୍ଜି ପରି ଫୁଟ ବାହାରେ — A class of jackfruits the kernels of which are easily eaten as they are not sticky and are rather crisp; crispy jackfruit.