ଖଞ୍ଜ
ଦେଖଣା
ଖଞ୍ଜ —
ଉଚ୍ଚାରଣ: Khan̄ja
ସଂ. ବିଣ. (ଖଞ୍ଜ ଧାତୁ= ଛୋଟେଇ ଚାଲିବା+କର୍ତ୍ତୃ. ଅ) —
ଛୋଟା; ଲେଙ୍ଗେଡ଼ା; ବିକଳ ପଦ — Lame; cripple; limping.
ବନେ ଗଲା ଖଞ୍ଜରାଟ ଖଞ୍ଜ ଆଗେ ବହି ଯେ ଭ଼ଞ୍ଜ.ବୈଦେହୀଶବିଳାସ
ସଂ. ବି —
ଏକପ୍ରକାର ରୋଗ ୟଦ୍ଦ୍ବାରା ମନୁଷ୍ୟର ଗୋଡ଼ ଅଚଳ ହୋଇ ମନୁଷ୍ୟ ଚାଲିବାକୁ ଅସମର୍ଥ ହୁଏ — (ହି—ଶବ୍ଦସାଗର)
দাওঁ
सुतार; सुभीता; मौका
ଦେ. ବି —
୧: ଉପାୟ —୧. Means.
ୟହୁଁକି ଯେମନ୍ତେ ସାଜେ ଲଗାଇଛି ଖଞ୍ଜ ପ୍ରାଚୀ—ବ୍ରହ୍ମନିରୂପଣ ଗୀତା
୨: ଅବସର; ସୁବିଧା — ୨. Opportunity; convenience.
୩: ସୂତ୍ର; କୌଶଳ — ୩. Artifice; secret contrivance.
୪: ଗୋପନୀୟ ଉପାୟ —୪. Secret means.
୫: ଓର —୫. Suitable opportunity or opening.
୬: ସଜିଲ —୬. Preparation.
୭: ଢଙ୍ଗ; ପ୍ରକାର —୭. Mode; manner.
କି କ୍ରିଡ଼ା କରିଛି ସୁଭଗ, ବ୍ରୀଡ଼ା ଛଡ଼ା ଖଞ୍ଜରେ ମଧୁସୂଦନ—ବ୍ୟଙ୍ଗ କବିତା
୮: ଷଡ଼ୟନ୍ତ୍ର —୮. Conspiracy.