ଖଞ୍ଜଖାଞ୍ଜ
ଦେଖଣା
ଖଞ୍ଜଖାଞ୍ଜ —
ଉଚ୍ଚାରଣ: Khan̄jakhān̄ja
ଦେ. ବି —
୧: ସୁବିଧା —୧. Opportunity.
୨: ତାକତରକ; ଗୋପନରେ ଉପାୟ — ୨. Secret contrivance.
<entry>
ଖଞ୍ଜଖାଞ୍ଜିଆ —
ଉଚ୍ଚାରଣ: Khan̄jakhān̄jiā
ଦେ. ବିଣ —
ଖଞ୍ଜିଆ (ଦେଖ) Khan̄jiā (See)
</entry>