ଖଞ୍ଜିହେବା
ଦେଖଣା
ଖଞ୍ଜିହେବା —
ଉଚ୍ଚାରଣ: Khan̄ji hebā
ଦେ. କ୍ରି —
ଭରିବା; ଲଗାଇବା; ନିଜ ଦେହରେ ଅଳଙ୍କାର ଲଗାଇବା —To put on ornaments on one's self.
ନାନା ଜାତିର ଅଳଙ୍କାର ଖଞ୍ଜିହେଲେ କୃଷ୍ଣସିଂହ. ମହାଭାରତ. ବନ