ଖଞ୍ଜ ଅଖଞ୍ଜ
ଦେଖଣା
ଖଞ୍ଜ ଅଖଞ୍ଜ —
ଉଚ୍ଚାରଣ: Khan̄ja akhan̄ja
ଦେ. ବି. (ବିପରୀତାର୍ଥକ ସହଚର) —
ସୁବିଧା ଅସୁବିଧା —Convenience and inconvenience.
ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜଅଖଞ୍ଜରେ ଭାତ ରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇ ପେଟେ ପ୍ରସାଦ ଖାଇବାକୁ ମିଳେ ଫକୀରମୋହନ. ଛମାଣଆଠଗୁଣ୍ଠ