ଖଟକ
ଦେଖଣା
ଖଟକ —
ଉଚ୍ଚାରଣ: Khaṭaka
ସଂ. ବି. (ଖଟ୍ ଧାତୁ+କର୍ତ୍ତୃ. ଅକ) —
୧: ଘଟକ — ୧. Marriage-broker; a negotiator of marriages.
୨: ଅର୍ଧମୁଦ୍ରିତ ହସ୍ତ — ୨. Half-closed hand.
୩: ମଲ୍ଲମାନଙ୍କର ଯୁଦ୍ଧାର୍ଥ ସଜ୍ଜିତ ବଦ୍ଧମୁଷ୍ଠି — ୩. The doubled fist of wrestlers.