ଖଟଖଟିଆ
ଦେଖଣା
ଖଟଖଟିଆ —
ଉଚ୍ଚାରଣ: Khaṭakhaṭiā
ঢিলা
गिला
ପ୍ରାଦେ. (କଟକ) ବିଣ —
ହୁଗୁଳା; ନିର୍ଧିଷ୍ଟ ଘରାରୁ ହୁଗୁଳି ଯାଇଥିବା — Slackened; loosened out of its socket.
ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଖଟାଖଟ୍ବା) —
ବୃଦ୍ଧ ତାରକ ପରି ଏକପ୍ରକାର ଲତା — A sort of creeper.
[ଦ୍ର—ଏହାର ମଞ୍ଜିରେ ସ୍ତ୍ରୀଲୋକେ ମୁଣ୍ଡର କେଶକୁ ଧୋଇ ସଫା କରନ୍ତି ଏହାର ପତ୍ରରେ ପିତଳବାସନ ମାଜିଲେ ବାସନ ଖୁବ୍ ସଫା ହୁଏ ଏହାର ଫଳମାନଙ୍କରେ ଖଡ଼ିକା ଫୋଡ଼ି ଶିଶୁମାନେ ଖଟ, ରଥ ଆଦି ତିଆରି କରି ଖେଳନ୍ତି]