ଖଟଣିକିଙ୍କର
ଦେଖଣା
ଖଟଣିକିଙ୍କର —
ଉଚ୍ଚାରଣ: Khaṭaṇikiṇkara
ଦେ. ବି —
୧: ରାଜା ଓ ଦେବତାଙ୍କ ସେବାରେ ନିଯୁକ୍ତ ଚାକର — ୧. Servants of a king or a Deity.
ଖଟଣିକିଙ୍କରଙ୍କର ମେଳ ଖଟିଥିବ ଯେ ତୋ କଟତଳେ— କବିସୂର୍ଯ୍ୟ. କବିତା
୨: ରାଜାଙ୍କର ପ୍ରାତ୍ୟହିକ ଦୈହିକ ନୀତି ବା ସେବା କରିବା ଚାକର; ଶ୍ରୀଅଙ୍ଗଲଗା ସେବକ — ୨. Servants doing the different duties connected with the bodily services of a Rājā.
ଖଟଣିକିଙ୍କର ପାଦେ ହୋଇ ତୋର ତ୍ରି ଦିବ ମଣନ୍ତ ତୃଣ— ରାଧାନାଥ. ୟୟାତି
୩: ଆଜ୍ଞାକାରୀ ଭୃତ୍ୟ; ଅର୍ଧିଳି ଚାକର — ୩. 'Orderly' servant; one who carries out Rāja's orders.