ଖଟା
ଦେଖଣା
ଖଟା —
ଉଚ୍ଚାରଣ: Khaṭā
টক, খটা
खट्टा
ଦେ. ବି (ସଂ. ଖଟ୍ଟା) —
୧: ଅମ୍ଳରସ; ଆମ୍ବିଳା — ୧. Acide taste.
୨: ଅମ୍ଲରସ ବା ଆମ୍ବିଳାରସର ବ୍ୟଞ୍ଜନ — ୨. Curry prepared with acid; tart.
୩: ଆଚାର —୩. Pickled tart.
୪: ପରଶ୍ରମ; ଖାଟୁଣି —୪. Labour; exertion.
୫: ଖଟିବା; ସେବା କରିବା — ୫. Serving; rendering service.
୬: ମନୋଦୁଃଖ —୬. Sorrow.
ଖଟଲେଶ ଚିତ୍ତେ ନ ରଖି ଘେନା ଏ ବାଳା ପୁରତେ କବିସୂର୍ଯ୍ୟ. ରତାକରକମ୍ପୁ. ଖ ଗୀତ
ଦେ. ବିଣ —
୧: ଆମ୍ବିଳା; ଆମ୍ବିଳି —୧. Sour; of acid taste.
୨: ବିରସ; ଦୁଃଖଯୁକ୍ତ —୨. Sorrowful; sorry.