ଖଟ୍ଖଟିଆ
ଦେଖଣା
ଖଟ୍ଖଟିଆ —
ଉଚ୍ଚାରଣ: Khaṭkhaṭiā
ପ୍ରାଦେ. (ସମ୍ବଲପୁର) ବି. —
ଏକପ୍ରକାର ଲତା — A kind of creeper.
[ଦ୍ର—ଏହାର ଛୁଇଁର ମଞ୍ଜି ସୁବାସଯୁକ୍ତ ଏହାର ମଞ୍ଜିକୁ ମାଇପେ ମଥାଘସା ସଙ୍ଗେ ମସଲାରୂପେ ବାଟି ବ୍ୟବହାର କରନ୍ତି]
ଦେ. ବିଣ. —
କଳିହା; କଳିହୁଡ଼ା —Quarrelsome.