ଖଟ୍ଟାଶ
ଦେଖଣା
ଖଟ୍ଟାଶ —
ଉଚ୍ଚାରଣ: Khaṭṭāṡa
(ଖଟ୍ଟାଶୀ—ସ୍ତ୍ରୀ)
ସଂ. ବି. ପୁଂ (ଖଟ୍ଟ ଧାତୁ+କର୍ତ୍ତୃ. ଅଶ୍+ଅ; କିମ୍ବା ଖଟ୍ଟ= ଅମ୍ଳରସ+ଅଶ ଧାତୁ=ଖାଇବା+କର୍ତ୍ତୃ. ଅ) —
ଶାଳିଆପତନୀ; ଗନ୍ଧମାର୍ଜାର — A civet; polecat; Viverra Zibetha.
[ଦ୍ର—'କଟାଶ' ଶଦ୍ଦ ଏଥିରୁ ଅପ୍ରଭଷ୍ଟ ହୋଇଅଛି]