ଖଟ୍ବାଙ୍ଗଧର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟ୍ବାଙ୍ଗଧର
ଉଚ୍ଚାରଣ: Khaṭwāṅgadhara

ସଂ. ବି.—(ଉପପଦ ସମାସ) —

୧: ମହାଦେବ — ୧. An epithet of Mahādeba (who wields a mace of that name)

୨: (ଖଟ୍ବାଙ୍ଗ ଘେନି ରାଜାଙ୍କ ଗହଣରେ ଯିବା ବ୍ୟକ୍ତି) ଚୋପଦାର୍; ଛଡ଼ିଦାର୍ —୨. Mace-bearer; staff-bearer.

ସଂ. ବଣ —

ଖଟ୍ବାଙ୍ଗଧାରୀ — Bearing a mace.