ଖଡ଼କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼କା
ଉଚ୍ଚାରଣ: Khaṟḍ̠akā
নারকেল পাতার শিরা सीक

ଦେ. ବି. —

୧: ଖଡ଼ିକା; ନଡ଼ିଆ ଓ ତାଳପତ୍ରର ମଝି ଶିରା — ୧. The twiglike long back-bone of a palm-leaf or cocoanut-leaf.

୨: ଖଡ଼ିକାରେ ତିଆରି ଝାଡ଼ୁ — ୨. A broom-stick made of cocoanut twigs.

୩: ଓଡ଼ିଶାରେ ଉତ୍ପାଦିତ ଏକପ୍ରକାର ଉତ୍ତରଭାରତୀୟ ବିଲାତିଆଳୁ —A species of potato acclimatised in Orissa.

[ଦ୍ର—ଏହି ଆଳୁ ଏହି ଦେଶରେ ଉତ୍ପନ୍ନ ମଞ୍ଜିରୁ ଲଗାଯାଏ]