ଖଡ଼ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ମା
ଉଚ୍ଚାରଣ: Khaṟḍ̠amā

ଦେ. ବିଣ. —

ଘରର ଖୁଣ୍ଟ ଉପରେ ଶେଣି ଦିଆଯିବା ପୂର୍ବରୁ ଖୁଣ୍ଟ ଅଗରେ କରାଯିବା ଘରା ବା ଖାନ୍ଦିରେ ଯେଉଁ କଠାଉ ବା ଖଡ଼ମ୍ ଆକାରର କାଷ୍ଠଖଣ୍ଡ଼ ବସାଯାଏ — A piece of wood in the shape of a clog put in the groove on the top of a pillar over which the wall-plate passes.