ଖଡ଼ିଆଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ିଆଳ
ଉଚ୍ଚାରଣ: Khaṟḍ̠iāḻa

ଦେ. ବିଣ —

ଯେଉଁ ସ୍ଥାନର ମୃତ୍ତିକା ଖଡ଼ିମୟ — Chalky.

ଦେ. ବି. (ନାମ) —

ବର୍ତ୍ତମାନ ମଧ୍ୟପ୍ରଦେଶଭୁକ୍ତ ଉତ୍କଳଭାଷୀ ଗୋଟିଏ ରାଜ୍ୟ —An Oriya speaking estate now included in the Central Province.