ଖଣ୍ଡକଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡକଳା
ଉଚ୍ଚାରଣ: Khaṇḍakaḻā

ପ୍ରାଦେ. (ଗଡ଼ଜାତ) ବି. —

ଏକଜାତୀୟ ବନ୍ୟ କୋଳିଗଛ — A kind of wild edible berry-plant.

[ଦ୍ର—ଏହା ପ୍ରାୟ ୧: ଫୁଟ ଉଚ୍ଚ ହୁଏ ଗଛରେ କଣ୍ଟା ନ ଥାଏ ଏହାର ଡାଳ ସରୁ, କୋଳି ଗୋଲ, ପାଚିଲେ ନାଲି ଦିଶେ ଏବଂ କୋଳି ଭିତରେ ଗୋଟିଏ ବଡ ମଞ୍ଜି ଥାଏ ପେନ୍ଥା— ପେନ୍ଥା ହୋଇ ଏ କୋଳି ଫଳେ ଏବଂ ଲୋକେ ଏହାକୁ ଖାଆନ୍ତି]