ଖଣ୍ଡଜମି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଜମି
ଉଚ୍ଚାରଣ: Khaṇḍajami

ପ୍ରାଦେ (ଗଡ଼ଜାତ) ବି —

ଏକ ଶ୍ରେଣୀର (ଅର୍ଥାତ ଏକ ଦେବତାଙ୍କର ବା ଏକ ଜାଗିରିଦାରର ବା ଏକ ଖଞ୍ଜାଦରର) ଜମି ୟାହା ଅନେକଗୁଡିଏ ମଉଜାରେ ଖଣ୍ଡ ଖଣ୍ଡ ହୋଇଥାଏ — Lands belonging to one person but lying seattered in several villages.