ଖଣ୍ଡମଣ୍ଡଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡମଣ୍ଡଳ
ଉଚ୍ଚାରଣ: Khaṇḍamaṇḍaḻa

ସଂ. ବି(୬: ଷ୍ଠୀ ତତ; ଖଣ୍ଡ+ମଣ୍ଡଳ) —

୧: ବୃତ୍ତାଭାସ — ୧. A segment of a circle.

୨: କର୍ତ୍ତିତ ଗୋଳକ — ୨. Section of a globe.

ସଂ ବିଣ —

ୟାହା ପୂର୍ଣ୍ଣ ମଣ୍ଡଳାକାର ନୁହେଁ — Not fully round; gibbous.

ଦେ. ବି —

୧: ସମଗ୍ର ପୃଥିବୀ — ୧. The whole earth.

୨: ପ୍ରଦେଶ —୨. Province.

ପଜନ୍ତି ଅତି ଭୟ ମନେ, ଖଣ୍ଡମଣ୍ଡଳ—ପତି ଯେହେ—ଜଗନ୍ନାଥ ଭାଗବତ