ଖଣ୍ଡ଼େ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼େ
ଉଚ୍ଚାରଣ: Khaṇḍe

ଦେ. ବି ଓ ବିଣ —

୧: ଖଣ୍ଡ଼େଦୂର (ଦେଖ) ୧. Khaṇḍedūra (See)

୨: ଖଣ୍ଡ଼ିଏ (ଦେଖ) ୨. Khaṇḍie (See)

ଦେ. ଅ. (ଅନ୍ୟ ପରିମାଣବାଚକ ଶଦ୍ଦ ସଙ୍ଗେ ବ୍ୟବହୃତ) —

ପ୍ରାୟ —About; or thereabouts.

(ଯଥା—ଦିନେ ଖଣ୍ଡ଼େ, ଘଣ୍ଟାଏ ଖଣ୍ଡ଼େ, କୋଶେ ଖଣ୍ଡ଼େ, ଟଙ୍କାଏ ଖଣ୍ଡ଼େ)

ପ୍ରାଦେ. (ସମ୍ବଲପୁର; ଲରିଆ) ବିଣ —

(ପାଣି) ମୁନ୍ଦିଏ — A little (water).

(ଯଥା—ପାନି ଖଣ୍ଡ଼େ ଦେବ ଜାଗା)