ଖଣ୍ଡ଼େ
ଦେଖଣା
ଖଣ୍ଡ଼େ —
ଉଚ୍ଚାରଣ: Khaṇḍe
ଦେ. ବି ଓ ବିଣ —
୧: ଖଣ୍ଡ଼େଦୂର (ଦେଖ) ୧. Khaṇḍedūra (See)
୨: ଖଣ୍ଡ଼ିଏ (ଦେଖ) ୨. Khaṇḍie (See)
ଦେ. ଅ. (ଅନ୍ୟ ପରିମାଣବାଚକ ଶଦ୍ଦ ସଙ୍ଗେ ବ୍ୟବହୃତ) —
ପ୍ରାୟ —About; or thereabouts.
(ଯଥା—ଦିନେ ଖଣ୍ଡ଼େ, ଘଣ୍ଟାଏ ଖଣ୍ଡ଼େ, କୋଶେ ଖଣ୍ଡ଼େ, ଟଙ୍କାଏ ଖଣ୍ଡ଼େ)
ପ୍ରାଦେ. (ସମ୍ବଲପୁର; ଲରିଆ) ବିଣ —
(ପାଣି) ମୁନ୍ଦିଏ — A little (water).
(ଯଥା—ପାନି ଖଣ୍ଡ଼େ ଦେବ ଜାଗା)