ଖଣ୍ଡା
ଦେଖଣା
ଖଣ୍ଡା —
ଉଚ୍ଚାରଣ: Khaṇḍā
খত্তা; খাঁড়া
खाँडा
ବୀର କ୍ଷତ୍ରିୟ ଖଣ୍ଡାୟତ ଯୋଦ୍ଧା ମାନେ ଖଣ୍ଡାକୁ ଏକ ମହାନ ମର୍ଯ୍ୟାଦାର ଅସ୍ତ୍ର ଭାବରେ ପୂଜା କରନ୍ତି ।
ଦେ. ବି. (ସଂ. ଖଡ୍ଗ) —
୧: ଖଡ୍ଗ; ତରବାରି — ୧. Sword.
ହାଣିବେ ଶତ୍ରୁ ସୈନ୍ୟ ଧରି ଫରି ଖଣ୍ଡା—କୃଷ୍ଣସିଂହ. ମହାଭାରତ. ବନ
୨: କାଳୀଠାକୁରାଣୀଙ୍କ ଶସ୍ତ୍ର — ୨. Sword held by Goddess Kāḻī
୩: (ସଂ. ଖଣ୍ଡ) ବିଶି (ଦେଖ) — ୩. Biṡi (See).