ଖଣ୍ଡାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡାଇବା
ଉଚ୍ଚାରଣ: Khaṇḍāibā
খত্তান खंड़वाना

ଦେ. କ୍ରି. —

ଖଣ୍ଡିବା କ୍ରିୟାର ଣିଜନ୍ତ ରୂପ — Causative form of Khaṇḍibā.

ଖଣ୍ଡାଇଲୁ ତୋ ନାଥର ନିୟତିର ଲିପି ରାଧାନାଥ. ସାବିତ୍ରିଚରିତ