ଖଣ୍ଡିତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିତା
ଉଚ୍ଚାରଣ: Khaṇḍitā

ସଂ. ବିଣ. ସ୍ତ୍ରୀ—(ଖଣ୍ଡ଼ିତ+ସ୍ତ୍ରୀ. ଆ) —

୧: ଖଣ୍ଡ଼ିତର ସ୍ତ୍ରୀଲିଙ୍ଗ — ୧. Feminine of Khaṇḍita.

୨: କାବ୍ୟାଦିବର୍ଣ୍ଣିତ ଆଠ ଶ୍ରେଣୀର ନାୟିକା ମଧ୍ୟରୁ ଏକ; ଯେଉଁ ନାୟିକାର ନାୟକ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହୋଇ ଥାଏ; ଯେଉଁ ନାୟିକାର ପତି ଅନ୍ୟ ସ୍ତ୍ରୀସଂଭୋଗଚିହ୍ନ—

ଚିହ୍ନିତ ହୋଇ ନାୟିକା ନିକଟକୁ ଆସିବାରୁ ନାୟିକା ଏବଂଭୂତ ନାୟକକୁ ଦେଖି ଈର୍ଷାକଷାୟିତା ହୁଏ — ୨. One of the ୮ classes of heroines of Hindu novels and dramas; a disappointed mistress; a jealous woman whose lover is found by her carrying on his person indications of having enjoyed the company of another lady.