ଖତପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତପତ୍ର
ଉଚ୍ଚାରଣ: Khatapatra
খত্ खत

ଦେ. ବି (ଆ. ଖତ+ସଂ. ପତ୍ର) —

ତମସୁକ; ଋଣପତ୍ର — A money-bond.

ପ୍ରାଦେ (ପୁରୀ) ବି —

ତୀର୍ଥକୁ ଦେବଦର୍ଶନାର୍ଥ ଆସିଥିବା ୟାତ୍ରୀ— ମାନେ ଦକ୍ଷିଣା ନଗହ ଦେଇ ନ ପାରି ବା ଟଙ୍କା ଧାର ନେଇ ପଣ୍ଡାଙ୍କୁ ଲେଖି ଦେଇଯିବା ଋଣପତ୍ର (ୟାହା ପଣ୍ଡାଗୁମାସ୍ତାମାନେ ପରେ ୟାତ୍ରୀଙ୍କ ଘରକୁ ଯାଇ ଆଦାୟ କରି ଆଣନ୍ତି) —Bonds or handnotes executed by pilgrims in favour of their Paṇḍās while visiting places of pilgrimage.