ଖତ୍ବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତ୍ବା
ଉଚ୍ଚାରଣ: Khatwā
খতবা

ବୈଦେ. ବି. (ଆ) —

ମସ୍ଜିଦ୍ରେ ମୁସଲମାନମାନଙ୍କର ଶୁକ୍ରବାର ଦିନ କରାଯିବା ପ୍ରାର୍ଥନା (ଏଥିରେ ରାଜାଙ୍କ ମଙ୍ଗଳ ନିମନ୍ତେ ଈଶ୍ବରଙ୍କୁ ପ୍ରାର୍ଥନା ମଧ୍ୟ କରାଯାଏ) —

खतबा
The public prayer of the Mahomedans in a mosque at the Friday service in which they pray to God for the welfare of the sovereign also.