ଖନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନ୍ଦା
ଉଚ୍ଚାରଣ: Khandā
খন্দ; খন্দল गढ़ा

ସଂ. ବି. (ସଂ. ଖନ୍ ଧାତୁ) —

୧: ଭୂମିରେ ଖୋଳା ହେବା ଗାତ — ୧. Pit made in the ground.

ଶବ ପକାଇ ମହାସତୀ—ଆପଣ ଖନ୍ଦାଏ ଖୋଳନ୍ତି ରାମଦାସ. ଦର୍ତ୍ୟତାଭକ୍ତି

୨: ବହୁ ହାଣ୍ଡି ବସିବା ପାଇଁ ଖୋଳା ଯାଇଥିବା ଲମ୍ବ ଚୁଲି — ୨. A long trench used as an oven for setting many pots.

୩: ଧାଡ଼ି ଧାଡ଼ି ଏକସ୍ଥାନରେ ବସିଥିବା ଚୁଲି ବା ଅହିଆ —୩. Long pits dug in rows for cooking in order to prepare food for many on festive occasions.

୪: ରାଜା ଓ ଦେବତାଙ୍କ ପାଇଁ ରୋଷେଇ ବା ପାକ — ୪. Cooking done for Rajas or Deties.

ଭାତ ବରତନ ଦେଇଣ ତୁମ୍ଭ କରେ କରାଇବ ନିଯୁକ୍ତ ଯୋଗଣ ଖନ୍ଦାରେ କୃଷ୍ଣସିଂହ. ମହାଭାରତ. ବିରାଟ

୫: (ସଂ. ସ୍କନ୍ଧ) ପଣକିଆରେ ଗୋଟିଏ ଧାଡ଼ି ବା ସୋପାନ — ୫. One column of the arithmetical multiplication-table.

[ଦ୍ର—ପ୍ରତି ସଂଖ୍ୟାରେ ପଣକିଆରେ ଏକକଠାରୁ ଦଶକ ପର୍ଯ୍ୟନ୍ତ ୧:ଟି ଖନ୍ଦା ଥାଏ]