ଖବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବର
ଉଚ୍ଚାରଣ: Khabara
খবর खबर

ବୈଦେ. ବି. (ଆ. ଖବର୍) —

୧: ତତ୍ତ୍ବାବଧାନ; ୟତ୍ନ — ୧. Care; supervision.

୨: ବାର୍ତ୍ତା; ସଂବାଦ; ସନ୍ଦେଶ; ସମାଚାର; ବୃତ୍ତାନ୍ତ — ୨. News; information; intelligence.

୩: ବନ୍ଧୁ ମାନଙ୍କ ନିକଟକୁ ପ୍ରେରିତ ମୃତ୍ଯୁ ସଂବାଦ — ୩. Death-news sent to relations.

୪: ସ୍ଥାନାନ୍ତରରୁ ପ୍ରେରିତ ବାର୍ତ୍ତା — ୪. News sent from abroad.

୫: ଶଙ୍ଖୋଳା; ତତ୍ବାନୁସନ୍ଧାନ; ତଥ୍ୟ ବୁଝିବା — ୫. Enquiry.

ବୈଦେ. ବିଣ. —

ଜ୍ଞାତ —Known.

(ଯଥା—ତାକୁ ଏ କଥା ଖବର ନାହିଁ)