ଖମଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମଣି


ଉଚ୍ଚାରଣ: Khamaṇi

(file)

ସଂ. ବି. (୬: ଷ୍ଠୀ ତତ୍; ଖ+ମଣି) —

୧: ସୂର୍ଯ୍ୟ —୧. The sun.

୨: ଚନ୍ଦ୍ର —୨. The moon.