ଖରଖରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଖରିଆ
ଉଚ୍ଚାରଣ: Kharakhariā
(ଖରଖରୀ—ସ୍ତ୍ରୀ)

ଦେ. ବିଣ. ଫୁ —

୧: ସାମାନ୍ୟ କାରଣରେ ଯେ ରାଗି ଯାଏ — ୧. Lrritable; irascible.

୨: ଅସ୍ଥିର; ଚଞ୍ଚଳ —୨. restless.

୩: କଳିହୁଡ଼ା; କଳିକତୁରା —୩. Quarrelsome.

୪: ତପଳସ୍ବଭାବ —୪. Fickle minded.

୫: ଯେ କୌଣସି କଥା କିଛିକାଳ ମନରେ ରଖି ନ ପାଇ ପ୍ରକାଶ କରିଦିଏ —୫. (a person) Who babbles out matters.

ପ୍ରାଦେ (ଗଡ଼ଜାତ) ବି —

ଖରଖରୀ (ଦେଖ) — Kharakharī (See)